ବଢିଲା ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ : ଭୁବନେଶ୍ୱର ବରମୁଣ୍ଡା ଘରେ ପାରାଦୀପ ଓ ଜଗତସିଂହପୁର ପୁଲିସର ମିଳିତ ଚଢାଉ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଢିଲା ଶିଳ୍ପପତି ମହିମା ମିଶ୍ରଙ୍କ ଅଡୁଆ । ଭୁବନେଶ୍ୱର ବରମୁଣ୍ଡାରେ ଥିବା ମହିମାନନ୍ଦ ମିଶ୍ରଙ୍କ ଘରେ ଚଢାଉ କରାଯାଇଛି । ପାରାଦୀପ ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ପାରାଦୀପ ଓ ଜଗତସିଂହପୁର ପୁଲିସ ମିଳିିତ ଭାବେ ଚଢାଉ କରିଛନ୍ତି । ପୂର୍ବରୁ ମହିମା ମିଶ୍ରଙ୍କ କଟକ ଘର ଓ ପାରାଦୀପ ଅଫିସରେ ଚଢାଉ କରାଯାଇଥିଲା ।