ରାଫେଲ ଡିଲ : ସୁପ୍ରିମକୋର୍ଟଙ୍କ ଫଇସଲା ପରେ ଟ୍ରୋଲ ହେଲେ ରାହୁଲ । ଲୋକେ ଟ୍ୱିଟ୍ କରି ଏମିତି ଉଡାଇଲେ ମଜାକ୍

କିନ୍ତୁ ଟ୍ୱିଟରରେ ମାହୋଲକୁ ଦେଖି ଲାଗୁଛି କି, ଲୋକଙ୍କୁ ନିଜ ଚୌକିଦାର ଉପରେ ପୁରା ଭରସା ଅଛି ।

268

ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ମିଳିଥିବା ପରାଜୟ ପରେ ରାଫେଲ ଡିଲ ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ଦ୍ୱାରା ମୋଦି ସରକାରଙ୍କୁ ନୂଆ ଶକ୍ତି ମିଳିଛି । ଲୋକସଭାରେ ରାଫେଲ ମାମଲାରେ ଜୋର ହଙ୍ଗାମା ବି ହୋଇଛି । ନିଜେ ଗୃହ ମନ୍ତ୍ରୀ ରାଜନାଥ ସିଂହ ମୋର୍ଚ୍ଚା ସମ୍ଭାଳି କହିଲେ କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାଫେଲ ଉପରେ ସଦନକୁ ଆସି କ୍ଷମା ମାଗିବା ଉଚିତ୍ । କିନ୍ତୁ ରାହୁଲ କ୍ଷମା ମାଗିବେ ନା ନାହିଁ…ଏହା ଉପରେ କିଛି କୁହାଯାଇପାରିବନି । କିନ୍ତୁ ଟ୍ୱିଟରରେ ମାହୋଲକୁ ଦେଖି ଲାଗୁଛି କି, ଲୋକଙ୍କୁ ନିଜ ଚୌକିଦାର ଉପରେ ପୁରା ଭରସା ଅଛି ।

ସବଜେକ୍ଟ କିଛି ବି ଅନୁଭବ କରିପାରେନି

କେମିତି ଶିକ୍ଷା ମିଳିଲା ବାବୁ…

ଏହାଠାରୁ ଭଲ ଉଦାହରଣ ଆଉ କ’ଣ ହେବ !

ରାହୁଲଙ୍କ ପ୍ରତିକ୍ରିୟା…

ରାହୁଲ ଗାନ୍ଧୀ ଓ ମୋଦି !

‘ସଚ୍ଚୋଟ ଆମର ଚୌକିଦାର…’

କଂଗ୍ରେସର ଅବସ୍ଥା !

ସୁପ୍ରିମକୋର୍ଟଙ୍କ ଫଇସଲା ପରେ…