ହେଡଫୋନ୍ ଉପରେ ଲେଖାଥିବା ‘R’ ଏବଂ ‘L’ ର ଅର୍ଥ ରାଇଟ୍ ଓ ଲେଫ୍ଟ ନୁହେଁ, ବରଂ ଅନ୍ୟ କିଛି ହୋଇଥାଏ, ଜାଣନ୍ତୁ କ’ଣ ?

49

ଏହି ଦୁନିଆରେ ଏମିତି ବହୁତ ଜିନିଷ ଅଛି, ଯାହା ବିଷୟରେ ଆମେ କିଛି ଭାବୁ କିନ୍ତୁ ତାହାର ଅନ୍ୟ କିଛି ଅର୍ଥ ଥାଏ । ଯେମିତି ଇୟରଫୋନ୍ ବା ହେଡଫୋନ୍ କୁ ନିଅନ୍ତୁ । ଯଦି ଆପଣ ହେଡଫୋନ୍ ଅଥବା ଇୟରଫୋନ୍ ଦ୍ୱାରା ଗୀତ ଶୁଣିବାକୁ ପସନ୍ଦ କରନ୍ତି, ତେବେ ଆପଣ ଆପଣଙ୍କ କାନରେ ହେଡଫୋନ୍ ଲଗାଇବା ସମୟରେ ନିଶ୍ଚୟ ଧ୍ୟାନ ଦେଇଥିବେ କି ତା’ ଉପରେ ଲେଫ୍ଟ (L) ବା ରାଇଟ୍ (R) ଚିହ୍ନ ଥିବ ।

ଯେତେବେଳେ ଆପଣ ଗୀତ ଶୁଣିବା ପାଇଁ ହେଡଫୋନ୍ ଲଗାନ୍ତି, ତେବେ ଖ ଓ ଜ କୁ ଦେଖି କାନରେ ଲଗାନ୍ତି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଭୁଲ୍ ତରିକାରେ ଲଗାଇଲେ ବି ଏଥିରେ ସାଉଣ୍ଡରେ କୈାଣସି ଫରକ୍ ପଡିବନି । ଯଦି ଆପଣ ଭାବୁଛନ୍ତି L ଓ R ଲେଖା ହେବାର ଅର୍ଥ କେବଳ ଲେଫ୍ଟ ଓ ରାଇଟ୍ ହୋଇଥାଏ, ତେବେ ଆପଣ ଭୁଲ୍ ।

ପ୍ରକୃତରେ, ହେଡଫୋନ୍ ଉପରେ ଯେଉଁ L ଓ R ଲେଖା ହୋଇଥାଏ , ତାହା ସାଉଣ୍ଡ ଇଂଜିନିୟରିଂ ଠାରୁ ଆରମ୍ଭ କରି ଇଂଜିନିୟରିଂ ସହିତ ଜଡିତ ତଥ୍ୟ । ଏହା ଲେଖାଯିବାର ସବୁଠାରୁ ପ୍ରଥମ କାରଣ ହୋଇଥାଏ ରେକର୍ଡିଙ୍ଗ (‘Recording’) । ଯଦି ଷ୍ଟିରିଓ ରେକର୍ଡିଙ୍ଗ ସମୟରେ, କିଛି ସାଉଣ୍ଡ ବାମ ପଟରୁ ଆସୁଛି, ତେବେ ଆପଣଙ୍କ ଲେଫ୍ଟ ଚେନାଲରେ ଅଧିକ ଶୁଣାଯିବ ଏବଂ ରାଇଟ୍ ଚାନେଲ୍ ରେ ଟିକେ କମ୍ ଶୁଣାଯିବ । ସାଉଣ୍ଡ ମିକ୍ସ ନହେଉ ଏହାକୁ ଚିହ୍ନଟ କରିବା ପାଇଁ ଏମିତି ଲେଖାଯାଇଥାଏ ।