ଦିନ ଦ୍ୱିପହରରେ ଲୁଟ୍ : ପୁରୀ ପୁଲିସ ଲାଇନ ଛକ ମୋବାଇଲ ଦୋକାନରୁ ୩୦ ଲକ୍ଷର ମୋବାଇଲ ଓ ଟଙ୍କା ଲୁଟିଲେ ଦୁର୍ବୃତ

26

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀରେ ଦିନ ଦ୍ୱିପହରରେ ମୋବାଇଲ ଦୋକାନରେ କଳା କନା ବୁଲାଇଲେ ଲୁଟେରା । ପୁଲିସ ଲାଇନ ଛକ ମୋବାଇଲ ଦୋକାନରୁ ୩୦ ଲକ୍ଷର ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଆଜି ୨ ଶହ ସାମସଙ୍ଗ ମୋବାଇଲ ସହ ଲକ୍ଷାଧିକ ନଗଦ ଟଙ୍କା ଲୁଟ ହୋଇଛି । ଏହାପୂର୍ବରୁ ଏହି ଦୋକାନରୁ ୧୪ ଲକ୍ଷ ଟଙ୍କାର ମୋବାଇଲ ଚୋରି ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜାରି ରଖିଛି ।