ସମ୍ପତି ବିବାଦର କରୁଣ ପରିଣତି : ଝିଅକୁ ହାଣିଲା ରକ୍ତମୁଖା ମା’

40

ଲୋଭ ମଣିଷକୁ କରିଦିଏ ଶୈତାନ୍ । ଏମିତିକି ନିଜ ସଂପର୍କକୁ ବି ଚିହ୍ନି ପାରେନି ସେ । ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଛେଲିବରୁହାଁ ଗାଁରେ ଘଟିଛି ଏଭଳି ଏକ ଘଟଣା । ଜମି ଜମା ବିବାଦ ପାଇଁ ନିଜ ଜନ୍ମ କଲା ଝିଅକୁ ବି ହାଣିବାକୁ ପଛାଇନି ମା’ । ଆଉ ନିଜ ମାଆ ହାତରୁ ହଣା ଖାଇବା ପରେ ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛି ଝିଅ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :