ତାତିରୁ ଆଶ୍ୱସ୍ତି : ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ,ଝିପି ଝିପି ବର୍ଷାରେ ଭିଜିଲା ରାଜଧାନୀ

36

କନକ ବ୍ୟୁରୋ : ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା । ରାଜଧାନୀରେ ଝିପିଝିପି ବର୍ଷା ହେଉଥିବା ବେଳେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତକାଲି ସବୁଠୁ ଅଧିକ ବର୍ଷା ଅନୁଗୁଳରେ ୨୪ ଦଶମିକ ୮ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱରରେ ୧୦ ମିଲିମିଟର,ଦାରିଙ୍ଗିବାଡିରେ ୭ ମିଲିମିଟର ବର୍ଷା ହୋଇଛି ।

ଦେଖନ୍ତୁ ଏହି ଭିଡ଼ିଓ –