ପୁଲିସ ଡିଜି କେ.ବି. ସିଂଙ୍କ ସୂଚନା : ଘଟଣାସ୍ଥଳକୁ ଗୁଇନ୍ଦା ନିର୍ଦେଶକ ଯାଇଛନ୍ତି

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପୁଲିସ ଡିଜି କେ.ବି. ସିଂଙ୍କ ସୂଚନା, ଘଟଣାସ୍ଥଳକୁ ଗୁଇନ୍ଦା ନିର୍ଦେଶକ ଯାଇଛନ୍ତି । ଏସଆଇଟି ଏହାର ତଦନ୍ତ କରୁଛି ତଦନ୍ତ ପରେ ସବୁ ପଦାକୁ ଆସିବ । ଡିଜି କଣ କହିଛନ୍ତି ଦେଖିବା ଏହି ଭିଡିଓରେ :