ପାରାଦ୍ୱୀପ ସିପିଂ କଂପାନୀ ମ୍ୟାନେଜର ହତ୍ୟାକାଣ୍ଡ ମାମଲା ! ଗିରଫ ମହିମା ମିଶ୍ରଙ୍କ ଜାମିନ ଆବେଦନର ଆଜି ହେବ ଶୁଣାଣି

30

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ପାରାଦ୍ୱୀପ ସିପିଂ କଂପାନୀ ମ୍ୟାନେଜର ହତ୍ୟାକାଣ୍ଡ ଘଟଣା । ଘଟଣାରେ ଗିରଫ ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ହୋଇଥିଲା । ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ସମେତ କଟକ ପ୍ରେସଛକ ବୋମାମାଡ ଘଟଣାରେ ମଧ୍ୟ ମହିମାନନ୍ଦ ମିଶ୍ରଙ୍କ ସଂପୃକ୍ତି ଥିବା ପୋଲିସ କୋର୍ଟରେ ସ୍ପଷ୍ଟ କରିଛି । ତେବେ ମହିମାଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –