ପାରାଦୀପ ଟିକରପଙ୍ଗାରେ ଅଘଟଣ : ଭୁଶୁଡିପଡିଲା ନିର୍ମାଣଧିନ ବ୍ରିଜ

86

କନକ ବ୍ୟୁରୋ : ପାରାଦୀପ ଟିକରପଙ୍ଗାରେ ଅଘଟଣ । ଭୁଶୁଡିପଡିଲା ନିର୍ମାଣଧିନ ବ୍ରିଜ । ପାରାଦୀପ – ହରିଦାସପୁର ରେଳ ଲାଇନ ଉପରେ ନିର୍ମାଣଧିନ ହେଉଥିବା ଏକ ବ୍ରିଜ ଭୁଶୁଡି ପଡିଛି । ଏଥିରେ ଜଣେ ଗୁରୁତର ଆହତଙ୍କ ହୋଇଛନ୍ତି । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଭୁଶୁଡି ପଡିଥିବା ପୋଲ ତଳେ କିଛି ଲୋକ ଫସିରହିଥିବା ଆଶଙ୍କା କରାଯାଉଛି  ।