ବଲିଉଡରେ ପାଦ ଦେବେ ପୁନମ ଧିଲୋଁଙ୍କ ଝିଅ ପାଲୋମା

53

ବଲିଉଡରେ ପାଦ ଦେବାକୁ ଯାଉଛନ୍ତି ବିଗତଦିନର ଅଭିନେତ୍ରୀ ପୁନମ ଧିଲୋଁଙ୍କ ଝିଅ ପାଲୋମା । ଖୁବ ଶୀଘ୍ର ପାଲୋମା ବଲିଉଡ ଫିଲ୍ମରେ ସୁଟିଂ କରିବାକୁ ଯାଉଛନ୍ତି । ସିଲଭର ସ୍କ୍ରିନରେ ନଜର ଆସିବା ପୂର୍ବରୁ ପାଲୋମା ଏବେ ମଡେଲିଂ ଦୁନିଆରେ ସକ୍ରିୟ ରହିଛନ୍ତି । ଏଥିସହ ସୋସିଆଲ ମିଡିଆରେ ପାଲୋମା ଏବେ ଆର୍କଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି ।