ନବୀନ୍ ପାସ୍, ନମ୍ବର କମ୍ ! ଚତୁର୍ଥ ପାଳିର ତିନି ବର୍ଷର ସରକାରଙ୍କୁ ମୂଲ୍ୟାୟନ କଲା ଓଡ଼ିଶା

25

କନକ ବ୍ୟୁରୋ : ନବୀନ ସରକାରଙ୍କ ଚତୁର୍ଥ ପାଳିର ତିନି ବର୍ଷର ପ୍ରଦର୍ଶନ କିପରି ରହିଥିଲା? ଏହି ପ୍ରସଙ୍ଗରେ କନକ ନ୍ୟୁଜର ସବୁଠାରୁ ବଡ ଅନଲାଇନ ଓପିନିଅନ୍ ପୋଲରେ ମତ ରଖିଛି ଓଡିଶା । ନବୀନଙ୍କ ଲୋକପ୍ରିୟତା କେଉଁଠି ପହଁଚିଛି, ଏବେ ନିର୍ବାଚନ ହେଲେ କଣ ହେବ ଫଳାଫଳ, କେଉଁ ପ୍ରସଙ୍ଗ ନବୀନଙ୍କ ଭାବମୂର୍ତିକୁ କ୍ଷୁଣ୍ଣ କରିଛି, ଏହିଭଳି ବିଭିନ୍ନ ପ୍ରଶ୍ନର ଉତର ଆସିଛି । ଯାହା ଦେଖିବାକୁ ମିଳିଛି, ନବୀନ ପାସ୍ କରିଛନ୍ତି ହେଲେ ନମ୍ବର କମ୍ ପାଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ  :