କଳା ପଛର କାରନାମା

0

ଓଲିଉଡ ସହ ଚିଟଫଣ୍ଡ ଲିଙ୍କ୍ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ କାଠଗଡାକୁ ଟଣା ହୋଇ ଆସୁଛନ୍ତି ଓଲିଉଡର  ବହୁ ନାମୀଦାମୀ କଳାକାର । ସେମିତି ଜଣେ କଳାକାର ହେଉଛନ୍ତି ପପୁ ପମପମ୍ । ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଏବଂ ଯିଏ ସବୁଠାରୁ ଅଧିକ ବିବାଦୀୟ ହୋଇ ପଡିଛନ୍ତି । ତେବେ ଏହି ଚିଟଫଣ୍ଡ ଟଙ୍କାରେ ତିଆରି ହୋଇଥିବା ଫିଲ୍ମରେ ଯେଉଁମାନେ ଅଭିନୟ କରିଥିଲେ ସେମାନଙ୍କ ଭୂମିକାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଏହା ସହ ପ୍ରଶ୍ନ ଉଠୁଛି ଯେଉଁ ବିବାଦର ପଙ୍କ ରହିଛି ସେଥିରେ ଓଲିଉଡ କେତେ ପର୍ଯ୍ୟନ୍ତ ବୁଡି ରହିଛି  । ଏମିତି ଅନେକ ବିବାଦୀୟ ପ୍ରଶ୍ନର ଉତର ଜାଣନ୍ତୁ ବିଗ୍ ଡିବେଟର ଏହି ଏପିସୋଡରେ : –


Comments are closed.