ବ୍ୟାଙ୍କ୍ ଲୁଟ୍ ବେଳେ ଡକାୟତକୁ କାବୁ କଲେ ଗ୍ରାମବାସୀ : ଲୋକଙ୍କ ମାଡରେ ଜଣେ ଗୁରୁତର,୨ଫେରାର

28

ବାଙ୍କି : ଲୋକଙ୍କ ମାଡରେ ଡକାୟତ ଗୁରୁତର । ବ୍ୟାଙ୍କ୍ ଡକାୟତି ବେଳେ ଡକାୟତଙ୍କୁ ଧରିଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଓଡିଶା ଗ୍ରାମ୍ୟବ୍ୟାଙ୍କରୁ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡିଛନ୍ତି ଡକାୟତ । ଜଣେ ଡକାୟତକୁ ଅଟକ ରଖିଛନ୍ତି ଗ୍ରାମବାସୀ । ତେବେ ଦୁଇ ଜଣ ଡକାୟତ ଫେରାର ହୋଇଯାଇଥିବା ଜଣା ପଡିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :