କଲେଜ ଆଡ଼ମିସନ ଫର୍ମରେ ପୂରଣ ହେଲା ତୃତୀୟ ଲିଙ୍ଗୀଙ୍କ ସ୍ଥାନ : ମହିଳା କିମ୍ବା ପୁରୁଷ ବଦଳରେ ତୃତୀୟ ଲିଙ୍ଗୀ ଭାବେ କଲେ ଆବେଦନ

33

କନକ ବ୍ୟୁରୋ : ଓଡିଶା ସରକାରଙ୍କ ଐତିହାସିକ ପଦକ୍ଷେପ । ଦେଶରେ ପ୍ରଥମ ଥର ପାଇଁ କଲେଜରେ ନାଁ ଲେଖାଇଛନ୍ତି ୬ଜଣ ତୃତୀୟ ଲିଙ୍ଗୀ । ଅନଲାଇନ୍ ଫର୍ମ ପୂରଣ ବେଳେ ଏଥିରେ ଲିଙ୍ଗ ସ୍ଥାନରେ କିନ୍ନରଙ୍କ ପାଇଁ ମଧ୍ୟ ଅପସନ୍ ରହିଛି । ସରକାରଙ୍କ ଏହି ପଦକ୍ଷେପ ବହୁ ତୃତୀୟ ଲିଙ୍ଗୀଙ୍କୁ ନିଜ ପରିଚୟରେ ପଢ଼ିବାର ସୁଯୋଗ ସୃଷ୍ଟି କରିଛି ।

ଦେଖନ୍ତୁ ଏହି ଭିଡ଼ିଓ –