ଢ଼େଙ୍କାନାଳ ମୁଖ୍ୟ ଡ଼ାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ନଗ୍ନ ନମୁନା : ଆସିଲେ ନାହିଁ ଡ଼ାକ୍ତର,ପ୍ରସୂତି କରାଇଲେ ଧାଈ ଓ ଆଶାକର୍ମୀ

27

କନକ ବ୍ୟୁରୋ : ଆସିଲେନି ଡାକ୍ତର, ନର୍ସ ଓ ସୁଇପର କଲେ ପ୍ରସୂତିଙ୍କ ଡେଲିଭରି । ତ୍ରୁଟିପୂଣ୍ଣ ଡେଲିଭରି ଦ୍ୱାରା ଶିଶୁର ମୃତ୍ୟୁ ହୋଇଛି ଏବଂ ମାଆର ଅବସ୍ଥା ଗୁରୁତର ରହିଛି । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟସେବା ଉପରେ ବଡ ପ୍ରଶ୍ନ ଚିହ୍ନ ଲଗାଇଛି । ଦେଖନ୍ତୁ ଏହି ରିପୋର୍ଟ ।