ଓସିଏ ନିର୍ବାଚନ ସ୍ଥଗିତ

25

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓସିଏ ନିର୍ବାଚନ ସ୍ଥଗିତ । ଅକ୍ଟୋବର, ନଭେମ୍ବର ମାସରେ ହେବାକୁଥିବା ନିର୍ବାଚନ ସ୍ଥଗିତ ହେବାନେଇ ସୂଚନା ଦେଇଛନ୍ତି ଆର୍ଶିବାଦ ବେହେରା । ଆଜି ଓସିଏର କାଉନସିଲ ବୈଠକ ବସିଥିଲା । ଆର୍ଶିବାଦ ବେହେରାଙ୍କ ଅଧକ୍ଷତାରେ ଏହି ବୈଠକ ବସିଥିଲା । ବୈଠକରେ ଲୋଧା କମିଟର ରିପୋର୍ଟ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।