ନୂଆ ଖାଇ ଲାଗି ଉତ୍ସବମୂଖର ପଶ୍ଚିମ ଓଡିଶା : ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ

428

କନକ ବ୍ୟୁରୋ : ନୂଆଁଖାଇ ଜୁହାର । ନୂଆ ଖାଇ ଲାଗି ଉତ୍ସବମୂଖର ପଶ୍ଚିମ ଓଡିଶା। ମା ସମଲେଶ୍ୱରୀଙ୍କ ନିକଟରେ ଲାଗିହେଲା ନବାନ୍ନ। ସକାଳ ୯ଟା ୦୫ରୁ ୯ଟା୧୯ ମଧ୍ୟରେ ଲାଗିହେଲା ନବାନ୍ନ।