ସମ୍ବଲପୁର : ଠେଲକୋପଡା ନିକଟସ୍ଥ ଏକ ଡ୍ରେନରେ ଭାସୁଛି ନବଜାତ ଶିଶୁ

46

କନକ ବ୍ୟୁରୋ : ସମ୍ବଲପୁର ଠେଲକୋପଡା ନିକଟରେ ଏକ ଡ୍ରେନରେ ଭାସୁଛି ନବଜାତ ଶିଶୁ । ଆଜି ସକାଳୁ ବଜାରକୁ ଲୋକ ଯାଉଥିବା ବେଳେ ଶିଶୁଟିକୁ ଭାସୁଥିବାର ଦେଖିଥିଲେ । କିଛି ଦିନ ପୂର୍ବରୁ ସମ୍ବଲପୁରରେ ଶିଶୁଭୃଣ ଭାସୁଥିବା ଖବର ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ପୁଣି ଏକ ନବଜାତ ଶିଶୁର ମୃତଦେହ ଭାସିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।