ନେତା ଓ ନୈତିକତା

37

ପଜେରୋ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ମନ୍ତ୍ରୀ ସଞ୍ଜୟ ଦାସବର୍ମା  । ଚିଟଫଣ୍ଡ୍ ସହ ଲିଙ୍କ ନେଇ ଏବେ ବିରୋଧୀ ମାନଙ୍କର ଟାର୍ଗେଟ୍ ପାଲଟି ଯାଇଛନ୍ତି ସଞ୍ଜୟ  । ଅନ୍ୟପଟେ ସଞ୍ଜୟଙ୍କୁ ନେଇ ବଢିବାରେ ଲାଗିଛି ବିଜେଡିର ଅନ୍ତଦ୍ୱନ୍ଦ  । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ବି ଦଳୀୟ ନେତାଙ୍କ ମୁହଁ ବନ୍ଦ ହେଉନାହିଁ । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି ସହ “ନୀତି ଓ ନୈତିକତା’ ପ୍ରସଙ୍ଗ ଦିନକୁ ଦିନ ଜୋର ଧରୁଛି । ଆଜି  ୨୦ ରୁ ୨୫ ଲକ୍ଷ ଟଙ୍କାର ଏକ ପଜେରୋ ଗାଡି ବିଜେଡି ଏବଂ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ପାଇଁ ନୈତିକ ପ୍ରଶ୍ନ ଆଣିଛି   । ତେବେ କଣ ସେ ପ୍ରଶ୍ନ , ଜାଣନ୍ତୁ ଆଜିର ବିଗ୍ ଟିବେଟରେ  ।