ମୋଦି ସରକାରରେ ଅସହିଷ୍ଣୁତା ପ୍ରସଙ୍ଗ ଉଠାଇଲେ ବିଶିଷ୍ଟ ଲେଖିକା ନୟନତାରା ସେହଗଲ

30

କନକ ବ୍ୟୁରୋ : ମୋଦି ସରକାରରେ ଅସହିଷ୍ଣୁତା ପ୍ରସଙ୍ଗ ଉଠାଇଲେ ବିଶିଷ୍ଟ ଲେଖିକା ତଥା ନେହେରୁ ପରିବାର ସଦସ୍ୟ ନୟନତାରା ସେହଗଲ । ସମ୍ବାଦର ସହଯୋଗରେ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ ଭୁବନେଶ୍ୱର ସାହିତ୍ୟ ସମାବେଶରେ ସେହଗଲ କହିଛନ୍ତି ମୋଦି ସରକାରଙ୍କ ସମୟରେ ବିରୋଧୀ ସ୍ୱରକୁ ଚପାଇ ଦିଆଯାଉଛି । ଏହାଛଡା ଖଦି କ୍ୟାଲେଣ୍ଡରରେ ଗାନ୍ଧୀଙ୍କ ଜାଗାରେ ମୋଦିଙ୍କୁ ସ୍ଥାନିତ କରିବାକୁ ସମାଲୋଚନା କରିଛନ୍ତି ନୟନତାରା । କଣ କହିଛନ୍ତି ନୟନତାରା ସେହଗଲ ଦେଖନ୍ତୁ ଏହି ଭିଡିଓରେ :