କନକ ବ୍ୟୁରୋ : ନବଦିଗନ୍ତ ଚିଟଫଣ୍ଡ ମାମଲାରେ ଆଜି କମ୍ପାନୀ ସିଏମଡି ଅଂଜନ ବଳିୟାର ସିଂଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ମାମଲାରେ ପୂର୍ବରୁ ଦେଷ ସ୍ୱୀକାର କରିସାରିଛନ୍ତି ବଳିୟାର ସିଂ । ଦୁଇଦିନତଳେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅଞ୍ଜନଙ୍କ ବୟାନ ରେକର୍ଡ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ନବଦିଗନ୍ତ ଚିଟଫଣ୍ଡ ମାମଲାରେ ମୋଟ ୬ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇସାରିଛି । କମ୍ପାନୀ ଲୋକଙ୍କଠାରୁ ୮କୋଟିରୁ ଅଧିକ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ମାମଲାରେ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତି ଅଭିଯୁକ୍ତ ଅଛନ୍ତି ।