ବାଲାଷ୍ଟିକ୍ ମିସାଇଲ ବାରାକ୍-୮ ର ପରୀକ୍ଷଣ : ଚାନ୍ଦିପୁରର ୩ ନମ୍ବର ଲଂଚ ପ୍ୟାଡରୁ ହେଲା ସଫଳ ଉତକ୍ଷେପଣ

31

ଚାନ୍ଦିପୁର : ବାଲାଷ୍ଟିକ୍ ମିଜାଇଲ ବାରାକ୍-୮ ର ପରୀକ୍ଷଣ ହୋଇଛି । ଚାନ୍ଦିପୁରର ୩ ନମ୍ବର ଲଂଚ ପ୍ୟାଡରୁ ଦିନ ୧୦ଟା ୧୩ ରେ ଏହାର ସଫଳ ଉତକ୍ଷେପଣ କରାଯାଇଛି । କ୍ଷେପଣାସ୍ତ୍ରର ଲମ୍ବ ୪.୫ ମିଟର ଏବଂ ଓଜନ ୨୭୦କେଜି । ଏହାର ଲକ୍ଷ୍ୟଭେଦ କ୍ଷମତା ୭୦କିମି । ଭାରତ ଓ ଇସ୍ରାଏଲର ମିଳିତ ଉଦ୍ୟମରେ ଏହା ତିଆରି ହୋଇଛି ।