ଡାକ୍ତର ୪୨୦ଙ୍କ ଅଜବ କାରନାମା : ୭ ବର୍ଷ ଚାକିରୀରେ ଦୁଇଟି ସରକାରୀ ବିଭାଗରେ କାର୍ଯ୍ୟରତ ଥିଲେ ମୋତିଲାଲ୍

25

କନକ ବ୍ୟୁରୋ : ଫ୍ୟାକଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ନିଲମ୍ବିତ ସହକାରୀଙ୍କୁ ନେଇ ବିବାଦ ବଢିବାରେ ଲାଗିଛି । ୭ ବର୍ଷ ଚାକିରୀରେ କିପରି ଦୁଇ ଦୁଇଟି ସରକାରୀ ବିଭାଗରେ କାର୍ଯ୍ୟରତ ଥିଲେ ମୋତିଲାଲ, ତା ପୁଣି ସରକାରଙ୍କ ଅଜାଣତରେ, ତାକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଘଟଣାରେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :