ବିମୁଦ୍ରାକରଣକୁ ନେଇ ମୋଦିଙ୍କ ପାଲଟା ଆକ୍ରମଣ : ଡିଜିଟାଲ ଟ୍ରାଂଜାକସନ ଉପରେ ଗୁରୁତ୍ୱ

25

କନକ ବ୍ୟୁରୋ : ବିମୁଦ୍ରାକରଣକୁ ନେଇ ବିରୋଧୀଙ୍କ ଉପରେ ମୋଦିଙ୍କ ପାଲଟା ଆକ୍ରମଣ । କଳାଧନକୁ ଧଳା କରିବା ପାଇଁ ଜମାକାରୀଙ୍କୁ ସରକାର ସମୟ ଦେଇନାହାନ୍ତି ବୋଲି ମୋଦି କହିଛନ୍ତି । ଏବେ ଦୁର୍ନୀତି ଓ କଳାଧନ ବିରୋଧରେ ଲଢେଇ ଚାଲିଛି । ଏହି ଲଢେଇରେ ଦେଶର ସମସ୍ତ ନାଗରିକ ସାମିଲ ହୋଇଛନ୍ତି । ଏହାସହ ଡିଜିଟାଲ ଟ୍ରାଂଜାକସନ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି । ଇ-ବ୍ୟାଙ୍କିଂର ବ୍ୟବହାରର ପ୍ରଚାର କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି ମୋଦି ।