ଜିଏସଟି ଉପରେ କେତେ ଜାଣିଛନ୍ତି ବିଧାୟକ ! ବିଧେୟକ ପାରିତ ପାଇଁ କାଲିଠାରୁ ସ୍ୱତନ୍ତ୍ର ଅଧିବେଶନ

41

କନକ ବ୍ୟୁରୋ : ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ଜିଏସଟି ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଦୁଇ ଦିନ ପରେ ଓଡ଼ିଶା ବିଧାନସଭା ମଧ୍ୟ ଏହି ଆଇନ ପାରିତ କରିବ । ଆଜି ଏ ନେଇ ବିଧାୟକମାନଙ୍କୁ ବିଧାନସଭାରେ ଟ୍ରେନିଂ ଦିଆଯାଇଛି ।

କିନ୍ତୁ ଏହି ଟିକସ ବ୍ୟବସ୍ଥା ବୁଝିବା ବିଧାୟକମାନଙ୍କ ପାଇଁ ଜଟିଳ ହୋଇପଡ଼ିଥିଲା । ଟ୍ରେନିଂ ନେଇ ଆସିବା ସମୟରେ ଆମେ ଏ ବିଷୟରେ ବିଧାୟକମାନଙ୍କୁ ପଚାରି ବୁଝିଥିଲୁ । ଦେଖନ୍ତୁ ଜିଏସଟି ବିଷୟରେ ସେମାନେ କ’ଣ ବୁଝିଛନ୍ତି –