କିଏ ହେବେ ମନ୍ତ୍ରୀ ? ପୁରୁଣା ଯିବେ ନୂଆ ଆସିବେ

33

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ନେଇ ସୂଚନା ଦେଇଛନ୍ତି । ତୁରନ୍ତ ଏନେଇ ମଧ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ଚଂଚଳତା ଖେଳିଯାଇଛି । କିଏ ହେବେ ମନ୍ତ୍ରୀ ଓ କିଏ ହେବେ ବାଚସ୍ପତି ଏନେଇ ସମ୍ଭାବନା ଜୋର ଧରିଛି ।

ସୂର୍ଯ୍ୟ ନାରାୟଣ ପାତ୍ର ,ସୁଶାନ୍ତ ସିଂ , ଅମର ଶତପଥୀ , ପ୍ରତାପ ଜେନା , ନିରଂଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ପ୍ରଦୀପ ଅମାତ ଓ ମହେଶ୍ୱର ମହାନ୍ତି ବାଚସ୍ପତି ହେବାର ସମ୍ଭାବନା ଆଦି ମନ୍ତ୍ରୀ ହେବା ନେଇ ସମ୍ଭାବନା ରହିଛି ।