ପପୁଙ୍କ ଗିରଫଦାରୀ ପରେ ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିତର୍କିତ ବୟାନ : କହିଲେ ଗୋଟିଏ ହାତରେ ତାଳି ବାଜେନିି

66

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କାଷ୍ଟିଂକାଉଚ୍ ଅଭିଯୋଗରେ ପପୁ ପମପମ୍ ଗିରଫ ହେବା ପରେ ସମଗ୍ର ଓଲିଉଡ଼ରେ ଆଲୋଡ଼ନ ଖେଳିଯାଇଛି । ବର୍ଷିୟାନ ଅଭିନେତା ମିହିର ଦାସ କହିଛନ୍ତି , କାଷ୍ଟିଂକାଉଚ୍ ପାଇଁ କେବଳ ଗୋଟିଏ ପକ୍ଷକୁ ଦାୟୀ କରାଯାଇପାରିବ ନାହିଁ ।  ଗୋଟିଏ ହାତରେ ତାଳି ବାଜେ ନାହିଁ ବୋଲି କହିଛନ୍ତି  ଅଭିନେତା ମିହିର ଦାସ ।