କୋରାପୁଟ ସିମିଳିଗୁଡାରେ ମାଓ ନେତା ଚନ୍ଦୁଙ୍କୁ ହତ୍ୟା

35

କୋରାପୁଟ : କୋରାପୁଟ ସିମିଳିଗୁଡାରେ ମାଓବାଦୀଙ୍କୁ ହତ୍ୟା । ୨୦୧୪ ରେ ଆତ୍ମସମର୍ପଣ କରିଥିଲା ଆନ୍ଧ୍ର କ୍ୟାଡରର ଟପ ମାଓ ନେତା ଚନ୍ଦୁ । ଉପରକାଂଟିରୁ ଚନ୍ଦୁର ମୃତଦେହ ସିମିଳିଗୁଡା ପୁଲିସ ଉଦ୍ଧାର କରିଛି । ଚନ୍ଦୁକୁ ମାଓବାଦୀ ହତ୍ୟା କରିଥିବା ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ସୂଚନା ଦେଇଛନ୍ତି ।