ମରିବା ଆଗରୁ ମାରିଦେଲେ : ଟିଭି ଚ୍ୟାନେଲରେ ବର୍ଷୀୟାନ ଅଭିନେତ୍ରୀ ମଣିମାଳା ମୃତ ବୋଲି ଖବର ପ୍ରସାରିତ

33

Capture2ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରେକିଂ ନ୍ୟୁଜ୍ ପ୍ରତିଯୋଗିତା । ଟିଭି ଚ୍ୟାନେଲରେ ବର୍ଷୀୟାନ ଅଭିନେତ୍ରୀ ମଣିମାଳାଙ୍କୁ ମୃତ ବୋଲି ଖବର ପ୍ରସାରିତ । ମୁଖ୍ୟମନ୍ତ୍ରୀ ମଧ୍ୟ ମଣିମାଳାଙ୍କ ଆତ୍ମାର ସଦଗତି ପାଇଁ ଟ୍ୱିଟ କରିଛନ୍ତି । ସେପଟେ ମଣିମାଳା ଜୀବିତ ଓ ଭଲ ଅଛନ୍ତି ବୋଲି କହିଛନ୍ତି ପୁଅ । ଏବେ ମଣିମାଳା ଭେଂଟିଲେଟରରେ ଅଛନ୍ତି  ।