ଲୁଲୁ ମହାପାତ୍ରଙ୍କ ବିୟୋଗରେ ଶୋକର ଛାୟା

42

କନକ ବ୍ୟୁରୋ : ୫୨ ବର୍ଷ ବୟସରେ ଲୁଲୁଙ୍କ ବିୟୋଗ ଘଟିଛି । ଲୁଲୁ ମହାପାତ୍ରଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ଲୁଲୁଙ୍କ ଭଳି ସଂଗଠକ ଆଉ ଆସିବେନି କହିଲେ ଦେବାଶିଷ ପଟ୍ଟନାୟକ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଶୋକ ପ୍ରକାଶ । ପ୍ରଦୀପ ମାଝି କହିଲେ ଏହା ଓଡିଶା କଂଗ୍ରେସ ପ୍ରତି ଅପୂରଣୀୟ କ୍ଷତି ଘଟିଛି ।