ବଡଦିଅଁ ବଳଭଦ୍ରଙ୍କ ଆଜି ଜନ୍ମଦିନ

83

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣିମା। ବଡଦିଅଁ ବଳଭଦ୍ରଙ୍କ ଆଜି ଜନ୍ମଦିନ । ଏଥି ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ରହିଛି। ଅନ୍ୟପଟେ ପାରଂପରିକ ଭାବେ ଓଡିଆ ଘରମାନଙ୍କରେ ହଳ ଲଙ୍ଗଲ ଓ ଗୋଦେବତାଙ୍କ ପୂଜା କରାଯାଉଛି।