କେ.ଭି ସିଂହଦେଓ ହେଲେ ବିଜେପି ବିଧାୟକ ଦଳ ନେତା

29

କନକ ବ୍ୟୁରୋ : ପୂର୍ବତନ ରାଜ୍ୟ ସଭାପତି କେଭି. ସିଂଦେଓଙ୍କୁ ନୂଆ ଦାୟିତ୍ୱ । ବିଜେପି ବିଧାୟକ ଦଳ ନେତା ହେଲେ କନକ ବର୍ଦ୍ଧନ ସିଂହଦେଓ । ବସନ୍ତ ପଣ୍ଡାଙ୍କ ସ୍ଥାନ ନେଇଛନ୍ତି କେଭି । ବସନ୍ତ ପଣ୍ଡା ରାଜ୍ୟ ସଭାପତି ହେବା ପରେ ପଦ ଖାଲି ପଡିଥିଲା । ଏହାପରେ କେଭିଙ୍କୁ ଆଜି ବିଜେପି ବିଧାୟକ ଦଳ ନେତା କରାଯାଇଛି । ପୂର୍ବରୁ ମଧ୍ୟ ବିଜେପି ରାଜ୍ୟ ସଭାପତି ଥିଲେ କନକ ବର୍ଦ୍ଧନ।