ଖୋର୍ଦ୍ଧାରେ ମର୍ମନ୍ତୁଦ ଦୁର୍ଘଟଣା! ଘଟଣାସ୍ଥଳରେ ୩ ମୃତ, ୧୦ରୁ ଅଧିକ ଆହତ

23

କନକ ବ୍ୟୁରୋ : ଖୋର୍ଦ୍ଧାରେ ମର୍ମନ୍ତୁଦ ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ଯାତ୍ରୀବାହି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ୫୭ ନମ୍ବର ଜାତୀୟ ରାଜପଥର ସାରୁଆ ପେଟ୍ରୋଲପମ୍ପ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।