ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ ! ଲାଂଚ ନେଇ ଧରାପଡିଲେ କେନ୍ଦୁଝର ରାଇସୁଆଁ ଆରଆଇ ବାଂଛାନିଧି ଶତପଥୀ

37

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ । ଜମି ମାପ ପାଇଁ ୨ ହଜାର ଟଙ୍କା ଲାଂଚ ନେଇ ଧରାପଡିଛନ୍ତି ଆରଆଇ । କେନ୍ଦୁଝର ରାଇସୁଆଁ ଆରଆଇ ବାଂଛାନିଧି ଶତପଥୀଙ୍କୁ ଗିରଫ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଏହାସହ ଆରଆଇ ଅଫିସ ପିଅନ ମଧ୍ୟ ଗିରଫ ହୋଇଛନ୍ତି ।