କେନ୍ଦ୍ରାପଡାର ପାଟକୁରାରେ ମର୍ମନ୍ତୁଦ ବସ ଦୁର୍ଘଟଣା : ୨ ମୃତ,୧୨ ଆହତ

47

କେନ୍ଦ୍ରାପଡା : ନାଳକୁ ଖସି ପଡିଲା ବସ୍ । କେନ୍ଦ୍ରାପଡା ଜିଲ୍ଲା ପାଟକୁରାରେ ଘଟିଛି ଏଭଳି ମର୍ମନ୍ତୁଦ ବସ ଦୁର୍ଘଟଣା । ଏଥିରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । କଟକରୁ କୋରୁଆ ଯାଉଥିବା ବେଳେ ଘରୋଇ ବସ ‘ରାଜା’ ଅର୍ଜ୍ଜୁନପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :