ମେଲଘରାରେ କନକ ନ୍ୟୁଜ୍ : ଦେଖନ୍ତୁ ଦାନ ମାଝୀଙ୍କ ଗାଁରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

36

ସାରା ବିଶ୍ୱ ଦେଖିଲା ଦାନ ମାଝିଙ୍କ ଶବବୁହା ଚିତ୍ର । ହେଲେ ସ୍ତ୍ରୀର ଅକାଳ ମୃତ୍ୟୁ ପରେ କେମିତି ଅଛନ୍ତି ଦାନ ମାଝି । ମାଆର ମୃତ୍ୟୁ ପରେ କେମିତି ଅଛନ୍ତି ଝିଅମାନେ । କେମିତି ଚାଲିଥିଲା ତାଙ୍କ ଘରସଂସାର। ଗରିବିର ଗାଁରେ ପହଁଚିବାକୁ କନକ ମୃତ୍ୟୁ ପହଁଚିଲା କଳାହାଣ୍ଡି ଜିଲ୍ଲାରେ । ଆଉ ଯେଉଁ ଭବାନୀପାଟଣାରୁ ଶବକୁ କାନ୍ଧେଇ ଦାନ ମାଝି ଆରମ୍ଭ କରିଥିଲେ ଶ୍ମଶାନର ଯାତ୍ରା, ସେହି ରାସ୍ତାରେ ବାହାରିଥିଲେ ଆମ ପ୍ରତିନିଧି । ଦେଖନ୍ତୁ ଦାନ ମାଝୀଙ୍କ ଗାଁରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।