ପୁରୁଣାପଟଣାଗଡରେ ପୂଜାର୍ଚ୍ଚନା କରିଛନ୍ତି ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଦେବୀ

26

ପାରଳାଖେମୁଣ୍ଡି : ଆଜି ଆସୁଛନ୍ତି ପାରଳା ରାଜା ଗୋପୀନାଥ ଗଜପତି ଝିଅ କଲ୍ୟାଣୀ ଦେବୀ । ତେବେ ପାରଳାରେ ପହଂଚିବା ପୂର୍ବରୁ ସେ ପୂଜାର୍ଚ୍ଚନା କରିଛନ୍ତି । ଆନ୍ଧ୍ରର ପୁରୁଣାପଟଣାଗଡରେ ବାପାଙ୍କ ଆରୋଗ୍ୟ କାମନା କରି ସେ ଏହି ପୂଜା କରିଛନ୍ତି ।