ବନ୍ଦ ହେବ କଳିଙ୍ଗ ଷ୍ଟାଡିୟମ ସ୍ୱିମିଂ ପୁଲ ! ଧାରଣାରେ ବସିଲେ କ୍ରୀଡାବିତ ଓ ଅଭିଭାବକ

74

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉତେଜନା ଦେଖାଦେଇଛି  । ସ୍ୱିମିଂ ପୁଲ ବନ୍ଦ କରିବାକୁ କର୍ତୃପକ୍ଷଙ୍କ ନିଷ୍ପତି ପରେ ଉତେଜନା ଦେଖାଦେଇଛି  । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କ୍ରୀଡାବିତ୍ ଓ ଅଭିଭାବକ । ସ୍ୱିମିଂ ପୁଲ ମରାମତି କରିବା ପାଇଁ ଏହାକୁ ବନ୍ଦ କରାଯାଇଥିବା ଜଣାପଡିଛି  । ତେବେ ଏହାକୁ ବିରୋଧ କରି ସ୍ୱିମିଂ ପୁଲ ବ୍ୟବହାର କରୁଥିବା ଲୋକେ ଧାରଣାରେ ବସିଛନ୍ତି ।