ଭୁବନେଶ୍ୱରରେ ହେବ ଜଉ କଣ୍ଢେଇର ବାହାଘର ! ସରିଲା ନିର୍ବନ୍ଧ, ୨୮ରେ ବାହାଘର

51

କନକ ବ୍ୟୁରୋ : ବଲେଶ୍ୱରର ପାରମ୍ଫାରିକ କଳା ଓ ସଂସ୍କୁତିର ସଂକେତ ବହନ କରୁଥିବା ଜଉ କଣ୍ଡେଇ ବାହାଘରକୁ ଧୁମଧାମରେ ପାଳନ କରିବା ପାଇଁ ରାଜଧାନୀ ରେ ରହୁଥିବା ପ୍ରବାସୀ ବାଲେଶ୍ୱରିଆଙ୍କ ମିଳନ ମଚଂ ପଷରୁ ଏ ଅଭିନବ ଆୟୋଜନ ଚାଲିଛି । ଭୂବନେଶ୍ୱର ର ଏକ ମନ୍ଦିରରେ ହୋଇଛି ନିର୍ବନ୍ଧ । ଆଉ ଆସନ୍ତା ୨୮ ରେ ତାରିଖ ରବିବାର ଧୁମ ଧାମରେ ବାହାଘର ହେବ ବୋଲି କହୁଛନ୍ତି ବର ଓ କନ୍ୟାର ପିତା ।