ବ୍ରହ୍ମଗିରିରେ ବ୍ୟାପୁଛି ଜାପାନୀଜ୍ ଏନସେଫାଲାଇଟିସ୍ : ଜଣେ ମୃତ, ୪ ଆକ୍ରାନ୍ତ

24

ବ୍ରହ୍ମଗିରି : ମାଲକାନଗିରି ପରେ ଏବେ ବ୍ରହ୍ମଗିରିରେ ଜାପାନୀ ଏନସେଫାଲାଇଟିସ ଆତଙ୍କ ଦେଖାଦେଇଛି । ବ୍ରହ୍ମଗିରି ବେଙ୍ଗମା ଗାଁରେ ଜାପାନୀ ଏନ୍ସେଫାଲାଇଟିସରେ ଜଣେ ବାଳକର ମୃତ୍ୟୁ ହୋଇଛି ।

ମାଲକାନଗିରିରେ ଏହି ରୋଗ ମହାମାରୀ ରୁପ ନେଇ ସାରିଥିବା ବେଳେ ବ୍ରହ୍ମଗିରି ପାଇଁ ପ୍ରଶାସନ ତତ୍ପରତା ଦେଖାଇଛି । ସେପଟେ ବେଙ୍ଗଣା ଗାଁର ସ୍ଥିତି ଅନୁଧ୍ୟାନ ପାଇଁ ପଂହଚିଥିଲେ ଯୋଗାଣମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଂଜୟ ଦାସବର୍ମା ଓ ଜିଲ୍ଲା ପ୍ରଶାସନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –