୬୫ ବର୍ଷ ବୟସରେ ବିଶିଷ୍ଟ ଐତିହାସିକ ଡକ୍ଟର ସଦାନନ୍ଦ ଅଗ୍ରୱାଲଙ୍କ ପରଲୋକ !

28

କନକ ବ୍ୟୁରୋ : ବିଶିଷ୍ଟ ଐତିହାସିକ ଡକ୍ଟର ସଦାନନ୍ଦ ଅଗ୍ରୱାଲଙ୍କ ପରଲୋକ । ୬୫ ବର୍ଷ ବୟସରେ ସଦାନନ୍ଦଙ୍କ ମୃତ୍ୟୁ ହୋଇଛି । ହୃଦଘାତରେ ତାଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି ।