ଟ୍ରଲର ଧକ୍କାରେ ଛାତ୍ରୀ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ହରିଚନ୍ଦନପୁର –ଡୁବୁରି ରାସ୍ତା ଅବରୋଧ

32

କନକ ବ୍ୟୁରୋ : ଟ୍ରଲର ଧକ୍କାରେ ଛାତ୍ରୀ ମୃତ୍ୟୁ । ଟିଉସନରୁ ଫେରୁଥିବାବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ଧକା ଦେଇଥିଲା ଟ୍ରଲର । ଫଳରେ ଘଟଣାସ୍ଥଳରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଗାଡି ଭଙ୍ଗାରୁଜା । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ମୃତ ଛାତ୍ରୀଙ୍କ ଶବ ରଖି ନରଣପୁର ଡୁବୁରୀ ରୋଡ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପଂହଚିଛି ।