ଜାରି ହେଲା ‘ଗଜନୀ ଆଟାକ’ର ନୂଆ ପୋଷ୍ଟର !

33

ଅପକମିଂ ସିନେମା ‘ଗଜନୀ ଆଟାକ’ର ପ୍ରଥମ ଅଫିସିଆଲ ପୋଷ୍ଟର ଜାରି ।ପୋଷ୍ଟରରେ ସିନେମାର ସମସ୍ତ ଷ୍ଟାରଙ୍କୁ ସ୍ଥାନ ଦିଆଯାଇଛି । ମୁଖ୍ୟ ଭୂମିକାରେ ରାଣା ଦୁଗବତି, ତାପସୀ ପନ୍ନୁ, କେ.କେ ମେନନ ଓ ଅତୁଲ କୁଲକଣ୍ଣିଙ୍କ ଅଭିନୟ ରହିଛି ।

୧୯୭୧ ମସିହାରେ ପାକିସ୍ତାନୀ ବୁଡା ଜାହଜ ପିଏନଏସ ଗଜନୀ ନିଖୋଜ ଘଟଣା ଉପରେ ପର୍ଯବେଶିତ ଏହି ସିନେମାଟି । ତେଲଗୁ, ହିନ୍ଦୀ ଭାଷାରେ ଫିଲ୍ମକୁ ରିଲିଜ କରାଯିବ । ଲିଡ ଷ୍ଟାର ରାଣା ଦୁଗବତୀ ଜଣେ ନ୍ୟାଭି ଅଫିସର ଭୂମିକାରେ ଅଭିନୟ କରିଥିବାର ନଜର ଆସିବେ ।