ଟେଣ୍ଡର ଫିକ୍ସିଂ ମାଫିଆ ସଫୋ ଗିରଫ : ଏସପି ନୀତିନଜିତ୍ ସିଂହଙ୍କ ସୂଚନା

18

କେନ୍ଦ୍ରାପଡା : ଟେଣ୍ଡର ଫିକ୍ସିଂ ମାଫିଆ ସଫୋକୁ ଗିରଫ କଲା ପୁଲିସ । ଗ୍ୟାଙ୍ଗଷ୍ଟାର ଟିଟୋର ସାନ ଭାଇ ସଫୋ । ଏସପି ନୀତିନଜିତ୍ ସିଂହଙ୍କ ସୂଚନା । ସଫୋକୁ କୋର୍ଟ ଚାଲାଣ କଲା ଟାଉନ ଥାନା ପୁଲିସ ।