ସ୍ନାନ ଯାତ୍ରାରେ ହୋଇଛି ବିଭ୍ରାଟ ! ରଥଯାତ୍ରା ଆଗରୁ ମହାରାଜାଙ୍କ ମନର କଥା

29

କନକ ବ୍ୟୁରୋ : କାଳିଆ ଠାକୁରଙ୍କ ରଥଯାତ୍ରାର ଦିନକ ଆଗରୁ ମନ କଥା କହିଲେ ଗଜପତି ମହାରାଜ । ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ସମ୍ପନ୍ନ ହୋଇନଥିବା କହିଛନ୍ତି ଦିବ୍ୟସିଂହ ଦେବ । ସେହିପରି ରଥଯାତ୍ରା ସମୟରେ ନିଜର ଦାବି ପୂରଣ ପାଇଁ ମେଘନାଦ ପାଚେରୀରେ ସେବାୟତମାନେ ପୋଷ୍ଟର ଲଗାଇବା ଘଟଣାକୁ ମହାରାଜା ନାପସନ୍ଦ କରିଛନ୍ତି ।