ଇଣ୍ଟରଭିଉ ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ ! ନହେଲେ ହାତଛଡା ହେବ ଚାକିରୀ

42

ସବୁବେଳେ ଲୋକମାନେ କହିବାର ଶୁଣାଯାଏ, କି ଆମେ ଇଣ୍ଟରଭିଉରେ ଭଲ ଉତ୍ତର ଦେଇଥିଲୁ କିନ୍ତୁ ଆମକୁ ଚାକିରୀ ମିଳଲା ନାହିଁ । ଏହି ବିଫଳତାର ପ୍ରକୃକ କାରଣ କ’ଣ, ଏହା ବୋଧହୁଏ କେହି ଜାଣିନଥିବେ । ଉଣ୍ଟରଭିଉ ଦେବା ସମୟରେ କିଛି ଛୋଟ ଛୋଟ ଭୁଲ ଉପରେ ବିଶେଷ ଧ୍ୟାନ ଦେବା ଜୁରରୀ, ଯାହା ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଆପଣଙ୍କୁ ଜଣାଇବୁ କପରି ଏହି ଭୁଲକୁ ସୁଧାରିବେ ।

ଆପଣଙ୍କ ସିଭି/ବାୟୋଡାଟା ପ୍ରଭାବାଶାଳୀ ହେବା ଦରକାର-
ଆପଣଙ୍କ ସିଭି/ବାୟୋଡାଟା ଆପଣଙ୍କ ଛବିକୁ ପ୍ରଦର୍ଶିତ କରିଥାଏ । ଏଥିପାଇଁ ଚେଷ୍ଟା କରନ୍ତୁ ସିଭିକୁ ଅଧିକ ଆକର୍ଷକ ବନାଇବା ପାଇଁ । ସିଭିିରେ କେବେ ବି ଅଧିକ ତଥ୍ୟ ପ୍ରଦାନ କରନ୍ତୁ ନାହିଁ । ଯେତିକି ଜରୁରୀ ସେତିକି ଲେଖନ୍ତୁ । ଅଧିକ ତଥ୍ୟ ଥିବା ସିଭି ଦେଖିବା ପାଇଁ ବହୁତ ବୋରିଂ ଲାଗେ ।

ନିଜର ଗୁଣଗାନ କରନ୍ତୁ ନାହିଁ –
ଯେବେ ବି ଆପଣ କୌଣଓି ଜବ ଇଣ୍ଟରଭିଉ ପାଇଁ ଯାଉଛନ୍ତି, ନିଯୁକ୍ତିକର୍ତ୍ତାଙ୍କ ସାମ୍ନାରେ ନିଜର ଗୁଣଗାନ କରନ୍ତୁ ନାହିଁ । କୋଣସି ବି କମ୍ପନୀ କ୍ୟାଣ୍ଡିଡେଟ ନିଜକୁ ଧ୍ୟାନ ଦେବା ଅପେକ୍ଷା କମ୍ପାନୀକୁ ଅଧିକ ଧ୍ୟାନ ଦେଉ ବୋଲିି ଚାହାନ୍ତି ।

ପ୍ରଶ୍ନ ନପଚାରିବା-
ସବୁବେଳେ ଲୋକାମାନେ ଇଣ୍ଟରଭିଉ ସମୟରେ ପ୍ରଶ୍ନ ପଚାରିବା ପାଇଁ ଡରନ୍ତି । ପରେ ଏନେଇ ସେମାନଙ୍କୁ ଏହାର ଫଳ ମଧ୍ୟ ଭୋଗିବାକୁ ପଡେ । ଇଣ୍ଟରଭିଉ ସମୟରେ ପ୍ରଶ୍ନ ପଚାରିବାର ଅବସର ମିଳିଲେ ଏହାର ଫାଇଦା ଉଠାନ୍ତୁ । କାରଣ ଇଣ୍ଟରଭିଉ କେବଳ ୱାନ ସାଇଡେଡ ବା ଜଣକ ଆଡୁ ହେବା ଉିଚିତ ନୁହଁ ।

ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ନହେବା-
ଯେବେ ବି କୌଣସି ଇଣ୍ଟରଭିଉ ଦେବାକୁ ଯାଉଛନ୍ତି, ନିଜେ ସମ୍ପୁର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାହାନ୍ତୁ । ଏହାସହ ଯେଉଁ ଚାକିରୀ ପାଇଁ ଅବେଦନ କରଛନ୍ତି ସେ ନେଇ ମଧ୍ୟ ସମ୍ପୂର୍ଣ୍ଣ ବିବରଣୀ ରଖନ୍ତୁ ।

ପୁରୁଣା ଚାକିରୀର ବିଷୟରେ ଖରାପ କଥା କହିବା –
ପ୍ରାୟ ଲୋକ ଉଣ୍ଟରଭିଉ ସମୟରେ ପୁରଣା ଚାକିରୀକୁ ନିନ୍ଦା କରନ୍ତି । ଯଦି ଆପଣ ନିଜ ସିଲେକ୍ସନ ହେବା ପାଇଁ ଚାହୁଁଛନ୍ତି ତେବେ ଏପରି ଭୁଲ କେବେ କରନ୍ତୁ ନାହିଁ ।

                                                           ସୌଜନ୍ୟ-ଇନେକ୍ସଲାଇଭ.କମ