ଚାନ୍ଦବାଲି ଚୁନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ! ଗରମ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ

44

କନକ ବ୍ୟୁରୋ: ଭଦ୍ରକ ଚାନ୍ଦବାଲି ଚୁନ ଗୋଦାମରେ ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଚୂନଗୋଦାମ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ନିଆଁକୁ ଆୟତ କରିବାକୁ ୨ଟି ଦମକଳ ଗାଡିକୁ ନିୟୋଜିତ କରାଯାଇଛି । ଗୋଦାମ ଭିତରେ ଥିବା ବ୍ଲିଚିଙ୍ଗ ଆକସାଇଡ, ଟାଇୱାସ ଓ କାର୍ବୋନେଟ ମହଜୁଦ ଥିଲା । ତେବେ ଗରମ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –