ବାଲିପାଟଣାରେ ୨ ମାସର ଶିଶୁ କନ୍ୟାକୁ ହତ୍ୟା କଲା ବାପା

22

ଖୋର୍ଦ୍ଧା : ଖୋର୍ଦ୍ଧା ବାଲିପାଟଣାରେ ୨ ମାସର ଶିଶୁ କନ୍ୟାକୁ ହତ୍ୟା କଲା ବାପା । ପରକ୍ରିୟା ପ୍ରୀତି ସନ୍ଦେହକୁ ନେଇ ଶିଶୁକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ନରିଶୋ ପଂଚାୟତ ପଦନପଦା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି କିଛି ଦିନ ପୂର୍ବରୁ ସମ୍ବଲପୁର ବାମ୍ବରାରେ ଜଣେ ଇଂଜିନୀୟରଙ୍କ ପତ୍ନୀ ତାଙ୍କ ୨ ଛୁଆକୁ ପାଣିରେ ବୁଡ଼ାଇ ଦେଇଥିବା ବେଳେ ନୂଆପଡ଼ାରେ ୩ ଜଣ ଶିଶୁକୁ ହତ୍ୟା କରିଥିଲା ମା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –