ପାରିଶ୍ରମିକ ନମିଳିଲେ ସମୂହ ଆତ୍ମହତ୍ୟା ଧମକ ! ଜିଲ୍ଳାପାଳଙ୍କୁ ଲିଖିତ ଚେତାବନୀ ଦେଲେ କେନ୍ଦୁଝର ସଦର ବ୍ଲକର ଚାଷୀ

27

କନକ ବ୍ୟୁରୋ : ପାରିଶ୍ରମିକ ନମିଳିଲେ ଆତ୍ମହତ୍ୟା କରିବୁ । ଏଭଳି ଚେତାବନୀ ଦେଇଛନ୍ତି କେନ୍ଦୁଝରର ଚାଷୀ । ମଣ୍ଡିରେ ଧାନ ଦେଇ ବର୍ଷେ ହେଲା ପାରିଶ୍ରମିକ ପାଇନଥିବା ଚାଷୀ ପ୍ରଶାସନକୁ ଲିଖିତ ଚେତାବନୀ  ଦେଇଛନ୍ତି । ଚଳିକ ଚାଷ କାମ ଆଗରୁ ପାଉଣା ନମିଳିଲେ ସମୂହ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ –