ବଢ଼ି ଚାଲିଛି ଦେଢ଼ ବର୍ଷ ଶିଶୁର ମୁଣ୍ଡ ! ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ନେଇ ଚିନ୍ତାରେ ପରିବାର

16

କନକ ବ୍ୟୁରୋ : ବଢିଚାଲିଛି ଦେଢ ବର୍ଷ ଶିଶୁର ମୁଣ୍ଡ । ଆଉ ଶିଶୁଟିର ଚିକିତ୍ସା ପାଇଁ ବହୁ ଅର୍ଥ ଲାଗିବ ବୋଲି ଡାକ୍ତର କହୁଛନ୍ତି । ହେଲେ ଏତେ ଅର୍ଥ କିଭଳି ଯୋଗାଡ଼ ହେବ ତାହାକୁ ନେଇ ଏବେ ପରିବାର ଲୋକେ ଚିନ୍ତାରେ ଥିବା ବେଳେ ବୁର୍ଲା ମେଡିକାଲ ଜୁନିୟର ଡାକ୍ତର ସଂଘ ସାହାଯ୍ୟର ହାତ ବଢାଇଛି ।

କିନ୍ତୁ ଏହି ସାହାଯ୍ୟ ସମୁଦ୍ରକୁ ଶଂଖେ ପରି । ସମ୍ବଲପୁର ଜିଲ୍ଲା ଚାରପାଲି ଗାଁର ଶିବ ମହାନନ୍ଦଙ୍କ ପୁଅର ଏଭଳି ଅବସ୍ଥାକୁ ନେଇ ଚିନ୍ତାରେ ପରିବାର ଲୋକ ।

ଦେଖନ୍ତୁ ଏହି ଭିଡିଓ –